ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ନିଆଁ : ଅଭିଯୋଗ ନଶୁଣିବାରୁ ଅଫିସରେ ନିଆଁ ଲଗାଇଲେ ଯୁବକ

Advertisment
ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ନିଆଁ : ଅଭିଯୋଗ ନଶୁଣିବାରୁ ଅଫିସରେ ନିଆଁ ଲଗାଇଲେ ଯୁବକ

କନକ ବ୍ୟୁରୋ : ଅଧିକାରୀ ଅଭିଯୋଗ ଶୁଣିଲେନି ବୋଲି ଅଫିସ ଜାଳିଦେଲେ ଯୁବକ । ସମ୍ବୁଲପୁର ଜିଲ୍ଲା ରେଙ୍ଗାଳି ତହସିଲ ଅଫିସରେ ଅଗ୍ନିକାଣ୍ଡ । ଜଣେ ଯୁବକଙ୍କ ଜମିକୁ ଜାଲିଆତି କରି ବିକ୍ରି କରାଯାଇଥିବା ଅଭିଯୋଗ ଶୁଣିନଥିଲେ ତହସିଲଦାର ।

ବାରମ୍ବାର ଦୌଡିବା ସତ୍ତ୍ୱେ ତହସିଲ ଅଫିସର କୌଣସି କର୍ମଚାରୀ ତାଙ୍କ କଥା ଶୁଣି ନଥିଲେ । ଆଉ ଶେଷ ଯୁବକ ଜଣଙ୍କ ଉତକ୍ଷୀପ୍ତ ହୋଇ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ଏପରିକି ତହସିଲ ଅଫିସରେ ନିଆଁ ଲଗାଇବା ପରେ ନିଜ ଫେସବୁକ୍ ପେଜରେ ଏହାକୁ ଲାଇଭ କରିଥିଲେ । ଏବଂ ଏଭଳି କାଣ୍ଡ କରିବାର କାରଣ କହିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe