କନକ ବ୍ୟୁରୋ: ପୁରୀ ବଡଦାଣ୍ଡରେ ନିଆଁ । ସମ୍ରାଟ ମାର୍କେଟ କମ୍ପଲେକ୍ସରେ ଅଗ୍ନିକାଣ୍ଡ ହୋଇଛି । ମରିଚକୋଟ ଛକରେ ଥିବା ଏହି ସ୍ଥାନରେ ନିଆଁ ଲାଗିଛି । ନିଆଁ ଲିଭାରେ ୬ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୩ ଜଣ ଉଦ୍ଧାର ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପୁରୀ ସମ୍ରାଟ ମାର୍କେଟ କମ୍ପଲେକ୍ସରେ ଅଗ୍ନିକାଣ୍ଡ। ନିଆଁ ଲିଭାରେ ୬ଟି ଦମକଳ ଗାଡି ନିୟୋଜିତ।
/kanak/media/post_attachments/wp-content/uploads/2023/03/fire.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)