ପୁରୀରେ ଓଡିଶା ହ୍ୟାଣ୍ଡଲୁମ ବିଲ୍ଡିଂରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି।

ପୁରୀରେ ଓଡିଶା ହ୍ୟାଣ୍ଡଲୁମ ବିଲ୍ଡିଂରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି।

କନକ ବ୍ୟୁରୋ: ପୁରୀରେ ପୁଣି ଅଗ୍ନିକାଣ୍ଡ । ଓଡିଶା ହ୍ୟାଣ୍ଡଲୁମ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ନିଳାଦ୍ରୀ କମ୍ପଲେକ୍ସରେ ରହିଛି ଓଡିଶା ହ୍ୟାଣ୍ଡଲୁମର ଷ୍ଟୋର । ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମବାହିନୀ । ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe