କନକ ବ୍ୟୁରୋ: କଟକର ଏକ ଘରୋଇ ନିର୍ସିଂହୋମରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟ ନର୍ସିଂହୋମରେ ନିଆଁ । ନର୍ସିଂହୋମର ତୃତୀୟ ମହଲାରେ ଲାଗିଛି ନିଆଁ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ଅଗ୍ନିଶମବାହିନୀ । ନିଆଁ ଲାଗିବା ପରେ ରୋଗୀଙ୍କୁ ନର୍ସିଂହୋମରୁ କରାଯାଉଛି ଉଦ୍ଧାର । ଉଦ୍ଧାର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ଅଗ୍ନିଶମ ବାହିନୀ ।