କନକ ବ୍ୟୁରୋ : ବାଣ ଫୁଟାଇବା ବେଳେ ଅଘଟଣ । କଟକ ନୟାସଡକରେ ଅଗ୍ନିକାଣ୍ଡ । ଏକ ଦୋକାନରେ ଲାଗିଗଲା ନିଆଁ । ହୁତୁ ହୁତୁ ହୋଇ ଦୋକାନ ଛାତ ଉପରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି । ନିଆଁ ଝୁଲ ଖସି ପଡିବା ପରେ ଛାତ ଉପରେ ଥିବା ପିଲିଥିନ ଏବଂ ପୁରୁଣା କପଡାରେ ନିଆଁ ଲାଗିଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us