ରାଉରକେଲାରେ ବିକଟାଳ ଶବ୍ଦ କରି ବୁଲେଟ୍ ଚଳାଉଥିଲେ ସାବଧାନ । ଛକ ଛକରେ ଜଗିଛନ୍ତି ଟ୍ରାଫିକ ପୁଲିସ, କଟିବ ମୋଟା ଅଙ୍କର ଜୋରିମାନା

Advertisment
ରାଉରକେଲାରେ ବିକଟାଳ ଶବ୍ଦ କରି ବୁଲେଟ୍ ଚଳାଉଥିଲେ ସାବଧାନ । ଛକ ଛକରେ ଜଗିଛନ୍ତି ଟ୍ରାଫିକ ପୁଲିସ, କଟିବ ମୋଟା ଅଙ୍କର ଜୋରିମାନା

କନକ ବ୍ୟୁରୋ: ରାଉରକେଲାରେ ଜୋରଦାର ହୋଇଛି ବୁଲେଟ୍ ଧରପଗଡ । ବିକଟାଳ ଶବ୍ଦ କରି ଆସୁଥିବା ବୁଲେଟ୍ ଆରୋହିଙ୍କୁ ବିଭିନ୍ନ ସ୍ଥାନରେ ଅଟକାଉଛି ଟ୍ରାଫିକ ପୁଲିସ । ଆଉ ସେହିଠାରେ ହିଁ ମୋବାଇଲ ଗ୍ୟାରେଜ ଖୋଲାଯାଇଛି । ଗାଡିର ସାଇଲେନ୍ସର ବଦଳାଇବାକୁ କୁହାଯାଉଛି । ଯେଉଁମାନେ ବଦଳାଉଛନ୍ତି ସେମାନଙ୍କୁ ବୁଝାଇ ଛାଡି ଦେଉଥିବା ବେଳେ ଯେଉଁମାନେ ଅମାନିଆ ହେଉଛନ୍ତି ସେମାନଙ୍କୁ ମୋଟା ଅଙ୍କର ଜରିମାନା କରୁଛି ପରିବହନ ବିଭାଗ ଓ ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe