କନକ ବ୍ୟୁରୋ : ଦିଗପହଣ୍ଡି ପାଟକୁରା ନିକଟ ବୃନ୍ଦାବନପୁର ଜଙ୍ଗଲରୁ ଆଜି କିଛି ମଣିଷଙ୍କ ଖପୁରି ଜବତ ହୋଇଛି । ସକାଳେ ଗାଁର କିଛି ଲୋକ ଜଙ୍ଗଲ ଭିତରେ ମଣିଷ ଖପୁରି ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚି ଖପୁରି ଓ ହାଡ ଜବତ କରିଛି । ହେଲେ ଏହି ଖପୁରି କେଉଁଠୁ ଆସିଲା ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଦିଗପହଣ୍ଡି ପାଟପୁର ଥାନା ବୃନ୍ଦାବନପୁର ଜଙ୍ଗଲରୁ ମଣିଷ ଖପୁରୀ ଜବତ । ଘଟଣା ସ୍ଥଳରେ ପହଂଚିଲା ପୋଲିସ, ତଦନ୍ତ ଜାରି
/kanak/media/post_attachments/wp-content/uploads/2024/08/4-21.jpg)