ସଲମାନଙ୍କ ଆଗାମୀ ଫିଲ୍ମ ଭାବେ ପରଦାକୁ ଆସୁଛି ‘ଟ୍ୟୁବଲାଇଟ’ । ଏହି ଦବଙ୍ଗ ବୟଙ୍କୁ ଦେଖିବାକୁ ଦର୍ଶକ ଚାହିଁ ରହିଛନ୍ତି । ୨୩ ଜୁନରେ ରିଲିଜ ହେବ ଏହି ଫିଲ୍ମ ।
ଏବେ ‘ଟ୍ୟୁବଲାଇଟ’ର ପ୍ରଥମ ଗୀତ ‘ସଜନ ରେଡିୟୋ ’ ରିଲିଜ ହୋଇଛି । ଏଥିରେ ସଲମାନ ଖାନ ନୃତ୍ୟ କରୁଥିବାର ନଜର ଆସୁଛନ୍ତି । କମାଲ ଖାନ ଓ ଅମିତ ମିଶ୍ରାଙ୍କ ଗାଇଥିବା ଏହି ଗୀତଟିକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/tubelight-7594.jpg)