କନକ ବ୍ୟୁରୋ : ଫିଲ୍ମ ନାଁ ରେ ପୁପିନ୍ଦରଙ୍କ ବିରୋଧରେ ଠକେଇ ଅଭିଯୋଗରେ ବଢିଲା ଅଡୁଆ । ଗିରଫ ହୋଇପାରନ୍ତି ଅଭିନେତା ତଥା ପ୍ରଯୋଜକ । କାରଣ ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି ଜେଏମଏଫସି କୋର୍ଟ ।
ବାରମ୍ବାର ସମନ ସତ୍ୱେ ହାଜର ନହେବାରୁ ତାଙ୍କ ବିରୋଧରେ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ଫିଲ୍ମ କରିବା ଲାଗି ସେ ପି. କେ ଓର୍ସ କମ୍ପାନୀ ଠାରୁ ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/pupindar.jpg)