ଫିଲ୍ମ ‘ଡନ୍ ’ର ସହ ନିର୍ମାତା ରିତେଶ ସିଧବାନୀ ଟ୍ୱିଟ୍ କରି କହିଛନ୍ତି , ଡନ୍ ସିରିଜର ତୃତୀୟ ଫିଲ୍ମ ‘ଡନ୍ ୩’ ଖୁବ୍ ଶୀଘ୍ର ପରଦାକୁ ଆସିବ ଏବଂ ଏଥିରେ ବି ଶାହାରୁଖ ଖାନ୍ ନଜର ଆସିବେ ।
ଋିତେଶ ସୋସିଆଲ ମିଡିଆରେ ଶାହାରୁଖଙ୍କ ଫଟୋ ଶେୟାର କରି ଏହି ବିଷୟରେ ସନ୍ଦେଶ ଦେଇଛନ୍ତି ।
/kanak/media/post_attachments/wp-content/uploads/2016/10/22-2.png)