7ଶାହାରୁଖ ଖାନ୍ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଡିୟର ଜିନ୍ଦେଙ୍ଗୀ ’ର ଗୀତ ‘ ଜଷ୍ଟ ଗୋ ଟୁ ହେଲ୍ ଦିଲ୍ ’ ରିଲିଜ ହୋଇଯାଇଛି ।

Advertisment

ଏହି ଗୀତକୁ ଗାଇଛନ୍ତି ସୁନିଧି ଚୈାହାନ । ଅମିତ ତ୍ରିବେଦୀ ଏହାକୁ ସଂଗୀତରେ ସଜାଇଥିବା ବେଳେ ଏହି ଲିରିକାଲ ଗୀତଟିକୁ ଲେଖିଛନ୍ତି କୈାସର ମୁନିର୍ । ଗୈାରୀ ସିନେ୍ଧଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମରେ କୁନାଲ କପୁର ନଜର ଆସୁଛନ୍ତି । ସୂଚନାନୁସାରେ ଏହି ଫିଲ୍ମଟି ୨୫ ନଭେମ୍ବରରେ ହେବ ।

ଦେଖନ୍ତୁ ଏହି ଭିଡିଓ -