ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ

Advertisment
ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ ଗୁରୁବାର ସିନେମା ଆନିମଲରେ ସ୍ଥାନ ପାଇଥିବା ହିଂସାତ୍ମକ କାହାଣୀକୁ ବିରୋଧ କରିଛନ୍ତି । ରଂଜିତ ରଂଜନ କହିଥିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ । କାହା ଅନୁମତିର ଏଭଳି ସିନେମା ପ୍ରସାରଣ ପାଇଁ ଅନୁମତି ଦିଆଯାଉଛି । ଯୁବବର୍ଗ ଓ ଛୋଟ ଛୁଆଙ୍କ ଉପରେ ଏହାର ବେଶ ଖରାପ ପ୍ରଭାବ ପଡୁଛି । ତେଣୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ବନ୍ଦ କରାଯାଉ ଏଭଳି ନକରାତ୍ମକ ସିନେମା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe