ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀ, ଯେଉଁମାନେ ଦେଶକୁ ସ୍ୱାଧୀନ କରିବାରେ ଗ୍ରହଣ କରିଥିଲେ ମହତ୍ୱପୂର୍ଣ୍ଣ ଭୂମିକା

Advertisment
ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀ, ଯେଉଁମାନେ ଦେଶକୁ ସ୍ୱାଧୀନ କରିବାରେ ଗ୍ରହଣ କରିଥିଲେ ମହତ୍ୱପୂର୍ଣ୍ଣ ଭୂମିକା

ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା । ଏହି ସ୍ୱାଧୀନତା ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନ କାରଣରୁ ସମ୍ଭବ ହୋଇପାରିଥିଲା । ଏହି ମହାନ ଲୋକମାନେ ନିଜର ତନ-ଧନ-ମନ ତ୍ୟାଗ କରି ଦେଶର ସ୍ୱାଧୀନତା ପାଇଁ ସବୁକିଛି ଭେଟି ଦେଇ ଦେଇଥିଲେ । ସେମାନେ ତାଙ୍କ ପରିବାର, ଘର-ଦ୍ୱାର,ଦୁଖ-ସୁଖକୁ ଭୁଲି ନିଜର ପ୍ରାଣକୁ ଦେଶର ସ୍ୱାଧୀନତା ପାଇଁ ହରାଇ ଥିଲେ । ସ୍ୱତନ୍ତ୍ରତାର ଏହି ଆନ୍ଦୋଳନରେ ଆମ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ । କେବଳ ପୁରୁଷ ସ୍ୱାଧୀନତା ସଂଗ୍ରମୀ ଆମ ଦେଶ ସ୍ୱାଧୀନରେ ସାମିଲ ହୋଇନଥିଲେ, ବରଂ ଏମିତି ଅନେକ ମହିଳା ସ୍ୱାଧୀନତା ସଂଗ୍ରମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ । ଚାଲନ୍ତୁ ସେଭଳି କିଛି ମହିୟସୀ ମହିଳାମାନଙ୍କୁ ମନେ ପକାଇବା....

publive-image

୧. କମଳା ଦେବୀ ଚଟ୍ଟୋପାଧ୍ୟାୟ :

ଜନ୍ମ-୩ ଅପ୍ରେଲ ୧୯୦୩

ଜନ୍ମ ସ୍ଥାନ- କର୍ଣ୍ଣାଟକ

ମୃତ୍ୟୁ-୧୯୮୮

କର୍ମକ୍ଷେତ୍ର- ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସୁଧାରକ

publive-image

୨. ବେଗମ ହଜରତ୍ ମହଲ :

ଜନ୍ମ- ୭ଅପ୍ରେଲ ୧୮୭୯

ଜନ୍ମ ସ୍ଥାନ- କାଠମାଣ୍ଡୁ, ନେପାଳ

ମୃତ୍ୟୁ-୧୮୫୭

କର୍ମକ୍ଷେତ୍ର- ନବାବ ୱାଜିଦ୍ ଅଲି ଶାହଙ୍କ ପତ୍ନୀ , ୧୮୫୭ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ବିଦ୍ରୋହ

publive-image

୩. ରାଣୀ ଲକ୍ଷ୍ମୀ ବାଇ :

ଜନ୍ମ- ୧୯ ନଭେମ୍ବର

ଜନ୍ମ ସ୍ଥାନ-ଉତ୍ତର ପ୍ରଦେଶ

ମୃତ୍ୟୁ-୧୮ ଜୁନ ୧୮୫୭, କୋଟାର ସରାୟ, ଗ୍ୱାଲିଅର

କର୍ମକ୍ଷେତ୍ର- ସ୍ୱଧୀନତା ସଂଗ୍ରମୀ ଓ ଝାସିଂ ର ରାଣୀ, ୧୮୫୭ର ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀରାଙ୍ଗନା

publive-image

୪. କମଳା ନେହେରୁ :

ଜନ୍ମ : ୧ ଅଗଷ୍ଟ, ୧୮୯୯, ଦିଲ୍ଲୀ

ମୃତ୍ୟୁ : ୨୮ ଫେବୃୟାରୀ, ୧୯୩୬, ସ୍ୱିଜରଲାଣ୍ଡ

କର୍ମ : ଜବାହା ଲାଲ ନେହେରୁଙ୍କ ପତ୍ନୀ, ସ୍ୱାଧୀନତା ଆନ୍ଦୋଳନରେ ନେହେରୁଙ୍କ ସହ ଅଂଶ ଗ୍ରହଣ

publive-image

୫. କସ୍ତୁରବା ଗାନ୍ଧୀ :

ଜନ୍ମ : ୧୧ ଏପ୍ରିଲ, ୧୮୬୯

ମୃତ୍ୟୁ : ୨୨ ଫେବୃୟାରୀ, ୧୯୪୪

କାର୍ଯ୍ୟ : ମହାତ୍ମା ଗାନ୍ଧୀଙ୍କ ପତ୍ନୀ ଓ ସ୍ୱତନ୍ତ୍ରତା ସଂଗ୍ରାମୀ

publive-image

୬. ଭିଖାଜୀ କାମା :

ଜନ୍ମ : ୨୪ ସେପ୍ଟେମ୍ବର, ୧୮୬୧

ମୃତ୍ୟୁ : ୧୩ ଅଗଷ୍ଟ, ୧୯୩୬

କାର୍ଯ୍ୟ : ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଭାରତୀୟ କ୍ରାନ୍ତିକାରୀ ଯିଏ ବିଦେଶରେ ସର୍ବପ୍ରଥମ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe