ଅନୁଗୁଳରେ ଅଘଟଣ: ପୋଖରୀରେ ବୁଡି ଚାଲିଗଲା ବାପା-ପୁଅଙ୍କ ଜୀବନ 

Advertisment
ଅନୁଗୁଳରେ ଅଘଟଣ: ପୋଖରୀରେ ବୁଡି ଚାଲିଗଲା ବାପା-ପୁଅଙ୍କ ଜୀବନ 

କନକ ବ୍ୟୁରୋ: ପୋଖରୀରେ ବୁଡି ବାପା ଓ ୪ବର୍ଷର ପୁଅ ମୃତ । ବଅଁରପାଳ କଇଁଛବାହାଳ ଗାଁ ପୋଖରୀରେ ବୁଡିଗଲେ ବାପା ପୁଅ । ଗାଧୋଉଥିବା ବେଳେ ପୋଖରୀରେ ବୁଡି ବାପା-ପୁଅ ମୃତ । ଏହି ଘଟଣା ପରେ କଇଁଛବାହାଳ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଆଜି ସେହିପରି ଦୁଃଖଦ ଘଟଣା ଘଟିଥିଲା ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ନାଗଣ ଗାଁରେ । ଏଠାରେ ଲୁଣା ନଦୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା । ଗାଧୋଇ ଯାଇଥିବା ବେଳେ ବୁଡିଯାଇଥିଲେ ଦୁଇ ଭାଇ । ଦୁଇ ଜଣଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁଭବନ ଅଣାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe