ବାରମ୍ବାର ଛୁଟି ପାଇଁ ବାପା କହିଥିଲେ କିନ୍ତୁ, ତାଙ୍କୁ ଛୁଟି ମିଳିନଥିଲା: ଗୋପାଳଙ୍କ ପୁଅ

ବାରମ୍ବାର ଛୁଟି ପାଇଁ ବାପା କହିଥିଲେ କିନ୍ତୁ, ତାଙ୍କୁ ଛୁଟି ମିଳିନଥିଲା: ଗୋପାଳଙ୍କ ପୁଅ

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ ଗୁଳି ଚଳାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏଏସଆଇଙ୍କ ପୁଅ । ସେ କହିଛନ୍ତି ବାପାଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିଲା । ଗତ ୫ମାସ ଧରି ସେ ଛୁଟିପାଇଁ କହିଆସୁଥିଲେ । କିନ୍ତୁ, ଛୁଟି ମିଳିପାରିନଥିଲା । ବାରମ୍ବାର ଛୁଟି ପାଇଁ ସେ ଆବେଦନ କରୁଥିଲେ ସୁଦ୍ଧା ତାଙ୍କୁ ଛୁଟି ମିଳିପାରୁନଥିଲା । ମୁଁ ଦୁଇ ଦିନ ତଳେ ଯାଇଥିଲି । ଆମେ ମଧ୍ୟ କଥାବାର୍ତ୍ତା କରିଥିଲୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe