କନକ ବ୍ୟୁରୋ: ବର୍ଥ ନବଦଳେଇ ଥିବାରୁ ବଞ୍ଚିଗଲା ଜୀବନ । ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ କଡ ଲେଉଟେଇବା ଆଗରୁ ବର୍ଥ ବା ସିଟ୍ ବଦଳେଇବା ଲାଗି କଥା ହେଉଥିଲେ ବାପା-ପୁଅ । ହେଲେ ଅଟକାଇ ଦେଇଥିଲେ ମାଆ । କହିଥିଲେ ଟିକିଏ ରୁହ, ରାତି ଖାଦ୍ୟ ଖାଇ ସାରିବା ପରେ ଯିବା । ମାଆଙ୍କ କଥା ମାନିବାରୁ ବଂଚିଯାଇଛି ୧୬ ବର୍ଷର ପୁଅ ।
ମାଆ କଥା ମାନିବାରୁ ବଞ୍ଚିଗଲେ ବାପା-ପୁଅ। ସିଟ୍ ନବଦଳାଇବାରୁ ବଞ୍ଚିଗଲା ଜୀବନ
Advertisment
Follow Us