କନକ ବ୍ୟୁରୋ : ପୋଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ । ଅଠାନ୍ତର ବନମାଳୀପୁର ରାସ୍ତା ଅବରୋଧ କଲେ ଲୋକେ । ବାଲିପାଟଣା ଧାନହରା ସାପ୍ତାହିକ ହାଟରେ କିଛି ବ୍ୟବସାୟୀ ସାମାଜିକ ନିୟମ ଉଲ୍ଲଘଂନ କରିଥିଲେ । ବାଲିପାଟଣା ପୋଲିସ ସେମାନଙ୍କୁ ତାଗିଦ କରିବା ସହ ପନିପରିବା ଫପୋଡ଼ା ଫିଙ୍ଗା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାକୁ ପ୍ରତିବାଦ କରି ଚାଷୀମାନେ ଅଠାନ୍ତର-ବନମାଳିପୁର ରାସ୍ତା ଧାନହରା ଛକରେ ପନିପରିବା ରଖି ରାସ୍ତାରୋକ କରିଛନ୍ତି ।
ପୋଲିସ ଜୁଲମକୁ ନେଇ ଚାଷୀଙ୍କ ନିଆରା ପ୍ରତିବାଦ : ରାସ୍ତାରେ ପରିବା ଢାଳିଲେ ବାଲିପାଟଣାର ଚାଷୀ
/kanak/media/post_attachments/wp-content/uploads/2021/05/vlcsnap-2021-05-13-10h56m37s803.png)