ଥମୁନି ଚାଷୀ ଆତ୍ମହତ୍ୟା

22

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । କୀଟନାଶକ ପିଇ ଚାଷୀ ଜଣକ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତ ଚାଷୀ ହେଲେ ତୁରେକେଲା ବ୍ଲକ ଦୂଷାମୁଣ୍ଡା ଗାଁର ଦୁର୍ଯୋଧନ ବାଗ୍ । ଫସଲ ହାନୀ ଓ ଋଣ ବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି ।