କନକ ବ୍ୟୁରୋ : ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାର ଆଜି ଦ୍ୱିତୀୟ ଦିନ । ଆଜି ବି ଚାଷୀ ଆତ୍ମହତ୍ୟାକୁ ନେଇ ସରଗରମ ରହିପାରେ ଗୃହ । ବିଧାନସଭାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିଭ୍ରାନ୍ତିକର ବିବୃତି ନେଇ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ ଦଳ ନେତା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିସହ ଚାଷୀ ମୃତ୍ୟୁକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଛି କଂଗ୍ରେସ । ଗୃହ କମିଟି ଗଠନ କରି ଘଟଣାର ଅନୁସନ୍ଧାନ ଲାଗି ଦାବି ହୋଇଛି । ଆଜି ମଧ୍ୟ ଗୃହରେ ଏହି ପ୍ରସଙ୍ଗକୁ ନେଇ ତୁମ୍ବିତୋଫାନ ହେବା ସମ୍ଭାବନା ରହିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-