ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ! ଋଣଭାର ସହିନପାରି ନବରଙ୍ଗପୁରର ଶିବପ୍ରସାଦ ଭଦ୍ରା ପିଇଲେ କୀଟନାଶକ

Advertisment
ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ! ଋଣଭାର ସହିନପାରି ନବରଙ୍ଗପୁରର ଶିବପ୍ରସାଦ ଭଦ୍ରା ପିଇଲେ କୀଟନାଶକ

କନକ ବ୍ୟୁରୋ : ସେପଟେ ଆଜି ନବରଙ୍ଗପୁର ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାରବର୍ଗର ଅଭିଯୋଗ କରିଛନ୍ତି । ନବରଙ୍ଗପୁର ସାନମସି ଗାଁର ଚାଷୀ ଶିବପ୍ରସାଦ ଭଦ୍ରା ଋଣ ଭାର ସହିନପାରି ଗତ ୩ତାରିଖରେ କିଟ ନାଶକ ପିଇଦେଇଥିଲେ । ନବରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଛି । ଧାନଚାଷ ନଷ୍ଟ ହୋଇଯିବାରୁ ସେ ପରିବାର ପ୍ରତିପୋଷଣ ଚିନ୍ତାରେ ବିଷପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe