ଆଠମଲିକ ବେଲାଦୁଲା ଗାଁରେ ନିଆଁ ଲାଗି ୪ ବଖରା ଘର ଭସ୍ମୀଭୁତ ! ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ସୂଚନା

27

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଆଠମଲିକ ବେଲାଦୁଲା ଗ୍ରାମରେ ନିଆଁ ଲାଗି ୪ ବଖରା ଘର ଭସ୍ମୀଭୁତ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତି ପୋଡିଯାଇଥିବାବେଳେ ମୃତାହତଙ୍କ ସୁଚନା ମିଳିପାରିନାହିଁ । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା ।

Comments are closed.