କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଆଠମଲିକ ବେଲାଦୁଲା ଗ୍ରାମରେ ନିଆଁ ଲାଗି ୪ ବଖରା ଘର ଭସ୍ମୀଭୁତ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତି ପୋଡିଯାଇଥିବାବେଳେ ମୃତାହତଙ୍କ ସୁଚନା ମିଳିପାରିନାହିଁ । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା ।
ଆଠମଲିକ ବେଲାଦୁଲା ଗାଁରେ ନିଆଁ ଲାଗି ୪ ବଖରା ଘର ଭସ୍ମୀଭୁତ ! ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ସୂଚନା
/kanak/media/post_attachments/wp-content/uploads/2017/02/vlcsnap-2017-02-27-08h23m10s909.png)