ବକ୍ସ ଅଫିସକୁ ଆସିଲା ଶାହରୁଖ ଖାନଙ୍କ ଫ୍ୟାନ

Advertisment
ବକ୍ସ ଅଫିସକୁ ଆସିଲା ଶାହରୁଖ ଖାନଙ୍କ ଫ୍ୟାନ

ଆଜି ବଡ ପରଦାରେ ରିଲିଜ ହେଉଛି ଶାହରୁଖ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଫ୍ୟାନ । ଏଥିରେ ଶାହରୁଖଙ୍କ ଡବଲରୋଲ ରହିଛି । ଏଥିରେ ୨୫ ବର୍ଷ ପ୍ରଶଂସ ଗୌରବ ଓ ୫୦ ବର୍ଷର ସିନେ ସୁପର ଷ୍ଟାର ଆର୍ଯ୍ୟନ ଖାନ୍ନା ଭୂମିକାରେ ଅଭିନୟ କରିଛନ୍ତି ଶାହରୁଖ । ନିଦେ୍ର୍ଦଶକ ମନୀଷ ଶର୍ମା ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି । ୟଶରାଜ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ଫ୍ୟାନରେ ଶାାହରୁଖଙ୍କ ବ୍ୟତିତ ୱାଲୁଚା ଡିସୋଜା, ଶ୍ରୀୟ ପିଙ୍ଗଲକର, ଦିପିକା ଅମୀନ ଓ ୟୋଗିନ୍ଦର ଟିକୁ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତିି । ଫିଲ୍ମ ବେଶ ସଫଳ ହେବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe