କେମିତି ଥିଲା ମୃତ୍ୟୁ ସହ ୬ଦିନ ! ଦେଖନ୍ତୁ ପାହାଡି ପାଣିର ଛାତିଥରା କାହାଣୀ

କେମିତି ଥିଲା ମୃତ୍ୟୁ ସହ ୬ଦିନ !  ଦେଖନ୍ତୁ ପାହାଡି ପାଣିର ଛାତିଥରା କାହାଣୀ

କୋରାପୁଟ : ଜଳବନ୍ଦୀରୁ ମିଳିଲା ମୁକ୍ତି । ଦୀର୍ଘ ୬ ଦିନ ପରେ କୂଳକୁ ଫେରିଲେ କୋରାପୁଟ ଜିଲ୍ଲା ହଳଦୀକୁଣ୍ଡର ଜଳବନ୍ଦୀ ପରିବାର । ନଖାଈ ନପିଈ ବହୁ କଷ୍ଟରେ ଜୀବନ ବଂଚାଇବାରେ ସକ୍ଷମ ହୋଇଛନ୍ତି । ଶେଷରେ ଅଗ୍ନିଶମ କର୍ମଚାରୀମାନେ ବାଉଁଶ ଭେଳା ସାହାଯ୍ୟରେ ଉଦ୍ଧାର କରିଛନ୍ତି । ଦେଖନ୍ତୁ କେମିତି ବଂଚିଲା ୪ ପ୍ରାଣୀଙ୍କ ଜୀବନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe