କୋରାପୁଟ : ଜଳବନ୍ଦୀରୁ ମିଳିଲା ମୁକ୍ତି । ଦୀର୍ଘ ୬ ଦିନ ପରେ କୂଳକୁ ଫେରିଲେ କୋରାପୁଟ ଜିଲ୍ଲା ହଳଦୀକୁଣ୍ଡର ଜଳବନ୍ଦୀ ପରିବାର । ନଖାଈ ନପିଈ ବହୁ କଷ୍ଟରେ ଜୀବନ ବଂଚାଇବାରେ ସକ୍ଷମ ହୋଇଛନ୍ତି । ଶେଷରେ ଅଗ୍ନିଶମ କର୍ମଚାରୀମାନେ ବାଉଁଶ ଭେଳା ସାହାଯ୍ୟରେ ଉଦ୍ଧାର କରିଛନ୍ତି । ଦେଖନ୍ତୁ କେମିତି ବଂଚିଲା ୪ ପ୍ରାଣୀଙ୍କ ଜୀବନ ।
କେମିତି ଥିଲା ମୃତ୍ୟୁ ସହ ୬ଦିନ ! ଦେଖନ୍ତୁ ପାହାଡି ପାଣିର ଛାତିଥରା କାହାଣୀ
/kanak/media/post_attachments/wp-content/uploads/2016/07/death.jpg)