କନକ ବ୍ୟୁରୋ : ସୋଆ ବିଶ୍ୱ ବିଦ୍ୟାଳୟର ଜାଲ୍ ନିଯୁକ୍ତି କାରନାମା ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ହେଲେ କନକ ନ୍ୟୁଜ ଅନୁସନ୍ଧାନରୁ ସାମ୍ନାକୁ ଆସିଛି ଜାଲ ନିଯୁକ୍ତିର ଆଉ ଏକ ବଡ କାରନାମା । ରାଜଧାନୀର ଛାତି ଉପରେ ଚାଲିଛି ଏହି ଜାଲ୍ କାରବାର । ଏମିତିକି ଏକ ଅଫିସ୍ ଖୋଲି ସରକାରୀ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଉଛି ଏହି ସଂସ୍ଥା । ଆଉ ପ୍ରତିବଦଳରେ ବେକାର ଯୁବକ ଯବୁତୀଙ୍କଠୁ ନେଉଛି ମୋଟା ଅଙ୍କର ଟଙ୍କା । ଆଉ ଏହି କଳା କାରନାମାର ଦୃଶ୍ୟ କଏଦ୍ ହୋଇଛି କନକ ନ୍ୟୁଜର ଷ୍ଟିଙ୍ଗ୍ ଅପରେସନରେ ।
ଦେଖନ୍ତୁ ଚାକିରି ନାଁରେ ଠକେଇ ନେଇ କନକ ନ୍ୟୁଜର ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-01-19h36m41s024-1.png)