ନକଲିି ନୋଟ୍ ଛାପୁଛନ୍ତି ମାଓବାଦୀ । କୁମ୍ବିଂ ଅପରେସନ ବେଳେ ଜବତ କଲା ସୁକମା ପୋଲିସ ।

Advertisment
ନକଲିି ନୋଟ୍ ଛାପୁଛନ୍ତି ମାଓବାଦୀ । କୁମ୍ବିଂ ଅପରେସନ ବେଳେ ଜବତ କଲା ସୁକମା ପୋଲିସ ।

କନକ ବ୍ୟୁରୋ: ନକଲିି ନୋଟ ଛାପୁଛନ୍ତି ମାଓବାଦୀ । ମାଓ ଶିବିରରୁ ଜବତ ହେଲା ନକଲି ଟଙ୍କା ସହ ଟଙ୍କା ତିଆରି ମେସିନ୍ । ୫୦, ୧୦୦, ୨୦୦, ୫୦୦ ଟଙ୍କିଆ ନକଲି ନୋଟ ଜବତ ହୋଇଛି । ଛତିଶଗଡ଼ ସୁକୁମା ପୁଲିସ ଏହାର ପର୍ଦ୍ଦାଫାସ କରିଛି । କୁମ୍ବିଂ ବେଳେ ସୁକମା କେରଜାଗୁଡା ଜଙ୍ଗଲରୁ ନକଲି ଟଙ୍କା, ଟଙ୍କା ତିଆରି ମେସିନ, ବନ୍ଧୁକ, ୱାକି-ଟକି ସହ ମାଓ ସାମଗ୍ରୀ ଜବତ କରାଯାଇଛି । ପୁଲିସ ସୂଚନା ମୁତବାକ, ମାଓବାଦୀ ସଙ୍ଗଠନ ଏବେ ଆର୍ଥିକ ସଙ୍କଟ ଗତି କରୁଛି । ସେଥିପାଇଁ ନକଲି ନୋଟ୍ ଛାପୁଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe