କନକ ବ୍ୟୁରୋ : ନକଲି ଗୁଟଖା କାରଖାନା ସିଲ । କୋରାପୁଟ ଦାମନଯୋଡିରେ ଚାଲିଥିଲା ବେଧଡକ ବେପାର । ସେମିଳିଗୁଡା ପୋଲିସ ଚଢ଼ାଉ କରି ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗୁଟଖା ତିଆରି ମେସିନ, ସରଞ୍ଜାମ, ଚୂନ, କେମିକାଲ, ସମେତ ନକଲି ଗୁଟଖା ପ୍ୟାକେଟ ଗୁଡିକ ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ଘର ହାଇଦ୍ରାବାଦ ବୋଲି ସୁନାବେଡା ଏସଡିପିଓ ସୂଚନା ଦେଇଛନ୍ତି ।
କୋରାପୁଟର ନକଲି ଗୁଟଖା କାରଖାନା ସିଲ୍ : ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ, ଜଣେ ଜବତ
/kanak/media/post_attachments/wp-content/uploads/2021/11/20-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)