କଟକରେ ନକଲି ଘିଅ ଫ୍ୟାକ୍ଟି ଜବତ। ବୟାଳିଶମୌଜା ଶ୍ରୀରାମରେ କାରଖାନା ଉପରେ ଚାଉଳିଆଗଂଜ ପୁଲିସ ଚଢାଉ

Advertisment
କଟକରେ ନକଲି ଘିଅ ଫ୍ୟାକ୍ଟି ଜବତ। ବୟାଳିଶମୌଜା ଶ୍ରୀରାମରେ କାରଖାନା ଉପରେ ଚାଉଳିଆଗଂଜ ପୁଲିସ ଚଢାଉ

କନକ ବ୍ୟୁରୋ: କଟକରେ ନକଲି ଘିଅ ଫ୍ୟାକ୍ଟି ଜବତ । ବୟାଳିଶମୌଜା ଶ୍ରୀରାମରେ କାରଖାନା ଉପରେ ଚାଉଳିଆଗଂଜ ପୁଲିସ ଚଢାଉ କରିଛି । ଲକ୍ଷାଧିକ ଟଙ୍କାର ନକଲି ଘିଅ ଜବତ କରାଯାଇଛି । ଗତକାଲି ମଧ୍ୟ ନକଲି ହଳଦୀ କାରଖାନାରେ ଚାଉଳିଆଗଂଜ ପୁଲିସ ରେଡ କରିଥିଲା ।କଟକରେ ବିଭିନ୍ନ ସ୍ଥାନରୁ ନକଲି ଖାଦ୍ୟ ସାମଗ୍ରୀର କାରଖାନା ଉପରେ ରେଡ କଲାଣି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe