ଟାଙ୍ଗିରେ ଚାଲିଛି ନକଲି ସିମେଂଟ କାରଖାନା: ଚୋରା ଚାଲାଣ ବେଳେ ପୋଲିସ ମାରିଲା ରେଡ୍; କାରଖାନା ସିଜ

Advertisment
ଟାଙ୍ଗିରେ ଚାଲିଛି ନକଲି ସିମେଂଟ କାରଖାନା: ଚୋରା ଚାଲାଣ ବେଳେ ପୋଲିସ ମାରିଲା ରେଡ୍; କାରଖାନା ସିଜ

କନକ ବ୍ୟୁରୋ: ଶହ ଶହ ନକଲି ସିମେଂଟ ବସ୍ତା ଜବତ । ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟ ଏକ ଘରୁ ଏହି ନକଲି ସିମେଂଟ ଜବତ କରାଯାଇଛି । ଦୀର୍ଘ ଦିନ ହେବ ଏଠି ନକଲି ସିମେଂଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା । ଆଜି ଟାଙ୍ଗୀ  ପୋଲିସ ସେହି ଅଂଚଳରେ ପେଟ୍ରୋଲିଂ କରୁଥିବାବେଳେ ନକଲି କାରଖାନା ଚାଲିଥିବା ନେଇ ଖବର ପାଇ ଚଢ଼ାଉ କରିଥିଲା ।

publive-image

ଚଢ଼ାଉ ସମୟରେ ବିଭିନ୍ନ ନାମିଦାମୀ କମ୍ପାନୀର ବ୍ରାଣ୍ଡ ଥିବା ନକଲି ସିମେଂଟ ବସ୍ତା ସବୁ ଜବତ କରିଛି । ଅସଲି ବ୍ରାଣ୍ଡ ଥିବା ଜରିବସ୍ତାରେ ଏଠାରୁ ଶହ ଶହ ବସ୍ତା ନକଲି ସିମେଂଟ ଚାଲାଣ ହେଉଥିଲା । ସେହି ସ୍ଥାନରୁ ବହୁ ପରିମାଣର ନକଲି ଜରି ବସ୍ତା ଜବତ କରିଛି ପୋଲିସ୍ । ସେହି ଘରକୁ ସିଲ୍ କରି ଅଧିକ ତଦନ୍ତ କରୁଛି ପୋଲିସ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe