ଠକେଇ ଅଭିଯୋଗରେ ବନ୍ଧା ହେଲେ ନକଲି ସିବିଆଇ ଅଧିକାରୀ: ରେଳ ବିଭାଗରେ ଚାକିରି କରାଇଦେବେ କହି ଆଶାୟୀଙ୍କୁ କରୁଥିଲେ ଠକେଇ

88

କନକ ବ୍ୟୁରୋ: ଠକେଇ ଅଭିଯୋଗରେ ବନ୍ଧା ହେଲେ ନକଲି ସିବିଆଇ ଅଧିକାରୀ । ରେଳ ବିଭାଗରେ ଚାକିରି କରାଇଦେବେ କହି ଆଶାୟୀଙ୍କୁ କରୁଥିଲେ ଠକେଇ । ସୁନ୍ଦରଗଡର ଉମେଶ ତନ୍ତୀଙ୍କୁ ଗିରଫ କଲା ପୋଲିସ । ଏବେ ସୁଦ୍ଧା ୪ ଜଣ ଆଶାୟୀଙ୍କ ଠାରୁ ୨ ଲକ୍ଷ ୨୫ ହଜାର ଟଂକା ଠକେଇ କରିଥିବା ସୂଚନା ରହିଛି । ଅଭିଯୋଗ ପରେ ଟାଉନ ଥାନା ପୋଲିସ ଗିରଫ କରିଛି ।