କନକ ବ୍ୟୁରୋ: ଠକେଇ ଅଭିଯୋଗରେ ବନ୍ଧା ହେଲେ ନକଲି ସିବିଆଇ ଅଧିକାରୀ । ରେଳ ବିଭାଗରେ ଚାକିରି କରାଇଦେବେ କହି ଆଶାୟୀଙ୍କୁ କରୁଥିଲେ ଠକେଇ । ସୁନ୍ଦରଗଡର ଉମେଶ ତନ୍ତୀଙ୍କୁ ଗିରଫ କଲା ପୋଲିସ । ଏବେ ସୁଦ୍ଧା ୪ ଜଣ ଆଶାୟୀଙ୍କ ଠାରୁ ୨ ଲକ୍ଷ ୨୫ ହଜାର ଟଂକା ଠକେଇ କରିଥିବା ସୂଚନା ରହିଛି । ଅଭିଯୋଗ ପରେ ଟାଉନ ଥାନା ପୋଲିସ ଗିରଫ କରିଛି ।
ଠକେଇ ଅଭିଯୋଗରେ ବନ୍ଧା ହେଲେ ନକଲି ସିବିଆଇ ଅଧିକାରୀ: ରେଳ ବିଭାଗରେ ଚାକିରି କରାଇଦେବେ କହି ଆଶାୟୀଙ୍କୁ କରୁଥିଲେ ଠକେଇ
/kanak/media/post_attachments/wp-content/uploads/2024/02/18-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)