ପୁଲିସ ଅଧିକାରୀଙ୍କ ନାଁରେ ଫେସବୁକରେ ଫେକ ଆକାଂଉଟ । ଅନୁପ ସାହୁଙ୍କ ନାଁରେ ଟଙ୍କା ମାଗୁଥିଲେ ଦୃର୍ବୃତ, ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ ନ କରିବାକୁ ଅନୁରୋଧ କଲେ ଗୁଇନ୍ଦା ବିଭାଗ ଡିଆଇଜି

ପୁଲିସ ଅଧିକାରୀଙ୍କ ନାଁରେ ଫେସବୁକରେ ଫେକ ଆକାଂଉଟ । ଅନୁପ ସାହୁଙ୍କ ନାଁରେ ଟଙ୍କା ମାଗୁଥିଲେ ଦୃର୍ବୃତ, ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ ନ କରିବାକୁ ଅନୁରୋଧ କଲେ ଗୁଇନ୍ଦା ବିଭାଗ ଡିଆଇଜି

କନକ ବ୍ୟୁରୋ : ଦୁର୍ବୃତଙ୍କ ଟାର୍ଗେଟରେ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ । ପୂର୍ବତନ ଡିସିପି ତଥା ବର୍ତମାନର ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାମରେ ଫେସବୁକରେ ଫେକ ଆକାଉଂଟ, ଏହି ସୂଚନା ଦେଇଛନ୍ତି ଖୋଦ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ ।

ଏହି ଆକାଉଂଟରୁ ଆସୁଥିବା ଫ୍ରେଣ୍ଡ ରିକୁଏଷ୍ଟକୁ ଗ୍ରହଣ ନକରିବାକୁ ସେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe