ସୋସିଆଲ ନେଟୱର୍କିଙ୍ଗ କମ୍ପାନୀ ଫେସବୁକ ଦ୍ୱାରା ଜାରି କରାଯାଇଥିବା ଧୂମପାନ ଛାଡିବାର କାର୍ଯ୍ୟକ୍ରମରେ, ଅନ୍ୟ ଅନଲାଇନ କାର୍ଯ୍ୟକ୍ରମ ତୁଳନାରେ ଧୂମପାନ ଛାଡିବାର ୨.୫ ଗୁଣ ଅଧିକ ସମ୍ଭାବନା ନଜର ଆସିଛି । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଯୁବ ବୟସ୍କ ଧୂମପାନର ଅଭ୍ୟାସ ଛାଡିବା ପାଇଁ ଚିକିତ୍ସା, କାଉନସିଂଲି ବା ଫୋନ ଆଧାରିତ ପରାମର୍ଶକୁ କମ ପସନ୍ଦ କରନ୍ତି । ପରିଣାମ ସ୍ୱରୂପ, ସୋସିଆଲ ମିଡିଆ ଆଧାରିତ କାର୍ଯ୍ୟକ୍ରମ ଧୂମପାନ ଛଡାଇବାର ଅଭିଯାନକୁ ଅଧିକ ବିସ୍ତୃତ କରିପାରିବ ।
ଗବେଷକଙ୍କ ଅନୁସାରେ, ଏହାର ବ୍ୟବହାର ଦ୍ୱାରା ଯୁବ ବୟସ୍କଙ୍କ ମଧ୍ୟରେ ଅଳ୍ପ ସମୟ ପାଇଁ ସକାରାତ୍ମକ ବ୍ୟବହାର ପରିବର୍ତ୍ତନରେ ପ୍ରଭାବ ପକାଇପାରେ । ଯୁବ ବୟସ୍କଙ୍କ ମଧ୍ୟରେ ପହଂ ଚ ଏବଂ ଚିକିତ୍ସା ଏକ ଚ୍ୟାଲେଂଜିଙ୍ଗ ବିଷୟ ଅଟେ । ଏକ ପ୍ରତିଯୋଗିତାରେ ୯୦ ଦିନର ତମ୍ବା ଖୁ ଷ୍ଟାଟସ ପ୍ରକଳ୍ପ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ଭାଗ ନେଲେ, ସେଥିରେ ଧୂମପାନ ଛାଡିବାର ତତ୍ପରତା ଅନୁସାରେ ତଥ୍ୟ ଫେସବୁକର ବ୍ୟକ୍ତିଗତ ସମୁହରେ ବଣ୍ଟା ଗଲା । ଜୈବ ରାସାୟନିକ ରୂପରେ ସଂଯମୀ ହେବା ୨.୫ଗୁଣ ପୁଷ୍ଟି କରାଯାଇଛି । ଲୋକଙ୍କ ଠାରେ ଭଲ ପରିବର୍ତ୍ତନ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/1-3-1.jpg)
/kanak/media/post_attachments/wp-content/uploads/2018/05/140507093542-cigarette-smoker-super-tease-300x169.jpg)