ବଲାଙ୍ଗୀର ବିସ୍ଫୋରକ ଲୁଟ୍ ମାମଲା : ଦୁର୍ବୃତ୍ତଙ୍କ ଠାରୁ ବ୍ୟାପକ ପରିମାଣର ବିସ୍ଫୋରକ ଜବତ

ବଲାଙ୍ଗୀର ବିସ୍ଫୋରକ ଲୁଟ୍ ମାମଲା : ଦୁର୍ବୃତ୍ତଙ୍କ ଠାରୁ ବ୍ୟାପକ ପରିମାଣର ବିସ୍ଫୋରକ ଜବତ

କନକ ବ୍ୟୁରୋ : ବିସ୍ଫୋରକ ଲୁଟ୍ ମାମଲାର ଖୁଲାସା । ପୁଲିସ ହାତରେ ଧରାପଡ଼ିଲେ ୫ ଡକାଏତ୍ । ଗିରଫଦାରୀ ପରେ ଡକାଏତଙ୍କ ନିକଟରୁ ବ୍ୟାପକ ପରିମାଣର ବିସ୍ଫୋରକ ଜବତ କରିଛି ବଲାଙ୍ଗୀର ପୁଲିସ୍ । ଗତ ଦୁଇ ତାରିଖରେ ବେଲପଡ଼ା ଥାନା ଡୁଙ୍ଗୁରିପାଲିରେ ବିସ୍ଫୋରକ ଲୁଟ୍ ହୋଇଥିଲା । ବିସ୍ଫୋରକ ସମେତ ସିସିଟିଭି ହାର୍ଡଡିସ୍କ, ୩ଟି ମୋବାଇଲ ଫୋନ୍ ମଧ୍ୟ ଲୁଟିଥିଲେ ଦୁର୍ବୃତ୍ତ । ଏହା ପୂର୍ବରୁ ଫେବୃଆରୀ ୨୭ ତାରିଖରେ ମଧ୍ୟ କଂଟାବାଂଜି ଥାନାରୁ ଡିଟୋନେଟର୍ ଲୁଟ୍ କରି ଦୁର୍ବୃତ୍ତ ମାନେ ଫେରାର୍ ହୋଇଯାଇଥିଲେ । ଏହି ଘଟଣାରେ ପୁଲିସ ୫ ଜଣ ଡକାଏତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe