କନକ ବ୍ୟୁରୋ: ସ୍ପଞ୍ଜ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତର । ରାଉରକେଲା ଆଇଡିସି କଳୁଙ୍ଗା ଶିଳ୍ପାଚଂଳରେ ଥିବା ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।
ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତର ।
/kanak/media/post_attachments/wp-content/uploads/2023/11/plant.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)