କନକ ବ୍ୟୁରୋ : ଦାମୀ କାରରେ ହେଉଛି ଗଞ୍ଜେଇ କାରବାର । ଆଜି ଏଭଳି ଏକ କାରବାରର ପର୍ଦ୍ଦାଫାସ କରିଛି ପୁଲିସ । ଏହି ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱର ଭାୟା ବ୍ରହ୍ମପୁର ଦେଇ ଚାଲାଣ ହେଉଥିଲା । ଭୁବନେଶ୍ୱର ବଂକୁଆଳ ପାଖରୁ ଏହି ଦାମି ଗାଡିକୁ ଧରିଛି ପୁଲିସ । ଏହାସହ ୧୪ କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କାରବାରରେ ୨ ଜଣ ଗିରଫ ହୋଇଛନ୍ତି ।
ରାଜଧାନୀରେ ଦାମୀ କାରରେ ହେଉଛି ଗଂଜେଇ କାରବାର : ଭୁବନେଶ୍ୱର ଉପକଣ୍ଠ ବଙ୍କୁଆଳରେ ଗାଡିକୁ ଧରିଲା ପୋଲିସ; ୧୪ କେଜି ଗଂଜେଇ ସହ ୨ ଗିରଫ
/kanak/media/post_attachments/wp-content/uploads/2020/11/33.jpg)