ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ଘୋଷଣା ।

Advertisment
ଭିକେ ପାଣ୍ଡିଆନଙ୍କ ବଡ ବୟାନ । କହିଲେ, ସରକାର ଗଠନ ପାଇଁ ବିଜେଡିକୁ ଆବଶ୍ୟକ ନାହିଁ ବିଜେପି ସହ ମେଣ୍ଟ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି ବିଜେଡି-ବିଜେପି

କନକ ବ୍ୟୁରୋ: ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ବଡ଼ ଘୋଷଣା । ଏପରିକି କମ୍ୟୁନିଟି ସେଣ୍ଟର କର୍ମଚାରୀ ଓ ପାଚିକାଙ୍କ ଦରମା ମଧ୍ୟ ବଢ଼ିବ । ଏମବିକେ ଓ ସିଆରପିଙ୍କ ଦରମା ବୃଦ୍ଧି ପାଇଁ ସରକାର ବିଚାରବିମର୍ଶ କରୁଥିବା କହିଲେ ଭି.କେ ପାଣ୍ଡିଆନ୍ । ଖାଲି ଏତିକି ନୁହେଁ ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରିବେ ରାଜ୍ୟ ସରକାର । ଏନେଇ ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ବୋଲି ନବରଙ୍ଗପୁରରେ କହିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe