ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ୍ ପୋଲ୍ ରିପୋର୍ଟ ! ଜାଣନ୍ତୁ ୨୦୧୪ ନିର୍ବାଚନରେ କ’ଣ ଥିଲା ଏକଜିଟ୍ ପୋଲ୍ ଆକଳନ । କେତେ ହୋଇଥିଲା ସଠିକ୍ ।

Advertisment
ପଞ୍ଜାବରେ ଲେଖାହେବ କି ନୂଆ ଇତିହାସ ? ସରିଲା ଭୋଟ୍, ଆସୁଛି ୫ ରାଜ୍ୟର ବୁଥ୍ ବାହୁଡ଼ା ମତ ।

image courtesy - The Hans India

କନକ ବ୍ୟୁରୋ : ଶେଷ ହୋଇଛି ୧୯ ଯୁଦ୍ଧର ସମସ୍ତ ୭ଟି ପର୍ଯ୍ୟାୟ ଲଢେଇ । ଏବେ ନଜର ୨୦୧୯ ନିର୍ବାଚନ ଫଳାଫଳ ଉପରେ । ଏହା ପୂର୍ବରୁ ଆଉ କିଛି ସମୟ ମଧ୍ୟରେ ଏକଜିଟ୍ ପୋଲ୍ ରିପୋର୍ଟ ଆପଣଙ୍କ ସାମ୍ନାକୁ ଆସିବ । ଯାହାକି ୨୩ ତାରିଖର ଫଳାଫଳର ଏକ ପ୍ରତିଛବି ଆପଣଙ୍କ ଆଗରେ ଆଙ୍କିବ । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ଗତ ୨୦୧୪ ନିର୍ବାଚନର ଏକଜିଟ୍ ପୋଲ୍ ରିପୋର୍ଟ । ଏବଂ ଏହି ରିପୋର୍ଟ କେତେ ସଠିକ୍ ହୋଇଥିଲା । ନଜର ପକାନ୍ତୁ ୨୦୧୪ ଏକଜିଟ୍ ପୋଲର ଏହି ରିପୋର୍ଟ ଉପରେ ।

publive-image୨୦୧୪ ଲୋକସଭା ନିର୍ବାଚନରେ ମୋଦି ମ୍ୟାଜିକ କାମ କଲା ଏବଂ ଭାରତୀୟ ଜନତା ପାର୍ଟି ବହୁମତ ପାଇ ସରକାର ଗଢିଥିଲା । ତେବେ ୨୦୧୪ରେ ବିଜେପିକୁ ମିଳିଥିଲା ମୋଟ୍ ୨୮୨ ଆସନ (ଏନଡିଏ-୩୩୫) । ସେହିପରି କଂଗ୍ରେସ ମାତ୍ର ୪୪ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ସେହିପରି ଟିଏମସି ୩୩, ଏଆଇଡିଏମକେ ୩୬, ବିଜେଡି ୨୦, ଏନସିପି ୬, ସିପିଆଇ(ଏମ) ୯, ସିପିଆଇ ୧, ବିଏସପି ୦(ୟୁପିଏ-୬୦)ଟି ସିଟ୍ ଅକ୍ତିଆର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe