ତାମିଲନାଡୁରେ ଚାଲିପାରେ ଷ୍ଟାଲିନଙ୍କ ଯାଦୁ, ବଦଳିପାରେ ସରକାର । ସି ଭୋଟର ସର୍ଭେରେ ଡିଏମକେକୁ ୧୭୫ରୁ ୧୯୫ ଆସନ 

Advertisment
ତାମିଲନାଡୁରେ ଚାଲିପାରେ ଷ୍ଟାଲିନଙ୍କ ଯାଦୁ, ବଦଳିପାରେ ସରକାର । ସି ଭୋଟର ସର୍ଭେରେ ଡିଏମକେକୁ ୧୭୫ରୁ ୧୯୫ ଆସନ 

କନକ ବ୍ୟୁରୋ: ଆସିଲା ଏଗଜିଟ ପୋଲ । ସି ଭୋଟର ସର୍ଭେ ଅନୁସାରେ ତାମିଲନାଡୁରେ ବଦଳିପାରେ ସରକାର । ତାମିଲନାଡୁରେ ଏଥର ଚାଲିପାରେ ଷ୍ଟାଲିନଙ୍କ ଯାଦୁ । ଇଣ୍ଡିଆ ଟୁଡେ- ଆକ୍ସିସ ମାଇ ଇଣ୍ଡିଆ ସର୍ଭେ ଅନୁଯାୟୀ ତାମିଲନାଡୁରେ ଡିଏମକେକୁ ମିଳିପାରେ ମ୍ୟାଜିକ ନମ୍ବର । ୧୭୫ରୁ ୧୯୫ ଆସନ ସରକାର ଗଢିପାରେ ଡିଏମକେ, ଏଆଇଏଡିଏମକେକୁ ଲାଗିପାରେ ଝଟକା । ମାତ୍ର ୩୮ରୁ ୫୪ ଆସନ ସହ ସରକାରରୁ ବିଦା ହୋଇପାରେ ଦଳ ।

ସେହିପରି ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ତାମିଲନାଡୁରେ ଡିଏମକେକୁ ୧୬୦ରୁ ୧୭୨ ଆସନ ମିଳିପାରେ । ସେହିଭଳି ଏଆଇଏଡିଏମକେକୁ ମିଳିପାରେ ୫୮ରୁ ୭୦ ଆସନ । ତାମିଲନାଡୁରେ ୨୩୪ଟି ଆସନ ପାଇଁ ପଡିଛି ଭୋଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe