ଓଡିଶାରେ ମହାପରିବର୍ତ୍ତନର ଆହ୍ୱାନ ଦେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

Advertisment
ବିଜେପିକୁ ମିଶନ ୧୨୦ ଚିନ୍ତା ! ଶାହାଙ୍କ ମିଶନ ୧୨୦ ଟାସ୍କ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା

ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ଜନ୍ମ ଦେଇଛି । ବିଜେପିର ବାଜିମାତ୍ ଏ ଚର୍ଚ୍ଚାକୁ ଆଗକୁ ବଢ଼ାଇଛି । କୁହାଯାଉଛି ଓଡ଼ିଶାରେ ଆରମ୍ଭ ହେଲା ଧର୍ମେନ୍ଦ୍ର ବନାମ ନବୀନ ଯୁଦ୍ଧ । ବିମୁଦ୍ରାକରଣର ପରବର୍ତୀ ପର୍ଯ୍ୟାୟ ଓ ଉଜ୍ଜଳା ଯୋଜନାର ଲୋକପ୍ରିୟତାକୁ ଶ୍ରେୟ ଦିଆଯାଉଥିବା ବେଳେ ରାଜନୈ÷ତିକ ଦିଗକୁ ନେଇ ଆରମ୍ଭ ହୋଇଛି ପର୍ଯ୍ୟାଲୋଚନା ।

ଟାର୍ଗେଟ୍ ୨୦୧୯ । ମିଶନ ମୋଡରେ କାମ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂଗଠନର ଯୁଗ୍ମ ସଂପାଦକ ସୌଦାନ ସିଂ । କୁହାଯ।।ଉଛି ଏମାନଙ୍କ ରଣନିତୀରେ ରାଜ୍ୟରେ ପୁଣି ପଦ୍ମ ଫୁଟିଛି । ତେବେ ରାଜ୍ୟବାସୀଙ୍କ ଆଲୋଚନା ଭିତରକୁ ଧଶେଇ ପଶଥିବା ବିଜେପିର ସଫଳତାର ସିକ୍ରେଟ୍ ଜାଣିବା ପାଇଁ ଦେଖନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏହି ସ୍ୱତନ୍ତ୍ର ସାକ୍ଷାତକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe