ବିବାଦୀୟ ଫିଲ୍ମ ‘ଭାଇନା କଣ କଲା ସେ’ର କଳାକାରଙ୍କ ସହ ଏକ୍ସକ୍ଲୁସିଭ୍ ଇଂଟରଭ୍ୟୁ

Advertisment
ବିବାଦୀୟ ଫିଲ୍ମ ‘ଭାଇନା କଣ କଲା ସେ’ର କଳାକାରଙ୍କ ସହ ଏକ୍ସକ୍ଲୁସିଭ୍ ଇଂଟରଭ୍ୟୁ

ରିଲିଜର ଦିନକ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡିଥିଲା ଓଲିଉଡର ଚର୍ଚ୍ଚିତ ଫିଲ୍ମ ‘ଭାଇନା କଣ କଲା ସେ’। ଫିଲ୍ମରେ ଓଲିଉଡ୍ କମେଡିଆନ୍ ପପୁ ପମପମ ବ୍ୟକ୍ତିଗତ କାହାଣୀ ଓ ଅତ୍ୟଧିକ ଅଶ୍ଲୀଳ ସିନ୍ ଥିବା ଅଭିଯୋଗ କରି ରିଲିଜ୍ ଉପରେ ରୋକ ଲଗାଇବାକୁ କୋର୍ଟରେ ମାମଲା ଦାୟର କରିଥିଲେ ଆବେଦନକାରୀ । କିନ୍ତୁ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ । ତେବେ ଏନେଇ କଣ କୁହନ୍ତି ଫିଲ୍ମର ନିର୍ଦେଶକ ସଂଜୟ ନାୟକ ଓ ପପୁଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବାଳକୃଷ୍ଣ , ଦେଖନ୍ତୁ ୱାନ ଟୁ ୱାନର ଏହି ଏପିସୋଡରେ : -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe