ରିଲିଜର ଦିନକ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡିଥିଲା ଓଲିଉଡର ଚର୍ଚ୍ଚିତ ଫିଲ୍ମ ‘ଭାଇନା କଣ କଲା ସେ’। ଫିଲ୍ମରେ ଓଲିଉଡ୍ କମେଡିଆନ୍ ପପୁ ପମପମ ବ୍ୟକ୍ତିଗତ କାହାଣୀ ଓ ଅତ୍ୟଧିକ ଅଶ୍ଲୀଳ ସିନ୍ ଥିବା ଅଭିଯୋଗ କରି ରିଲିଜ୍ ଉପରେ ରୋକ ଲଗାଇବାକୁ କୋର୍ଟରେ ମାମଲା ଦାୟର କରିଥିଲେ ଆବେଦନକାରୀ । କିନ୍ତୁ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ । ତେବେ ଏନେଇ କଣ କୁହନ୍ତି ଫିଲ୍ମର ନିର୍ଦେଶକ ସଂଜୟ ନାୟକ ଓ ପପୁଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବାଳକୃଷ୍ଣ , ଦେଖନ୍ତୁ ୱାନ ଟୁ ୱାନର ଏହି ଏପିସୋଡରେ : -
ବିବାଦୀୟ ଫିଲ୍ମ ‘ଭାଇନା କଣ କଲା ସେ’ର କଳାକାରଙ୍କ ସହ ଏକ୍ସକ୍ଲୁସିଭ୍ ଇଂଟରଭ୍ୟୁ
/kanak/media/post_attachments/wp-content/uploads/2016/09/Capture1-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)