ନବୀନଙ୍କ ମନ୍ତ୍ରୀମଣ୍ଡଳର ନବକଳେବର ହେବାର ପ୍ରାୟ ଦୁଇ ସପ୍ତାହରୁ ଅଧିକ ହୋଇଗଲାଣି । ବାହାରିଯାଇଥିବା ମନ୍ତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି ସଞ୍ଜୟ ଦାସବର୍ମା । ତେବେ କ୍ଷମତାର ଶୀର୍ଷରୁ ଜଣେ ସାଧାରଣ ବ୍ୟକ୍ତି ପାଲଟି ଯାଇଥିବା ସଞ୍ଜୟ ଦାସବର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ଦେଖନ୍ତୁ ଏହି ଭିଡିଓରେ :
କ୍ଷମତା ବିନା ସଞ୍ଜୟ ଦାସବର୍ମା ! ଦେଖନ୍ତୁ ବିଜେଡିର ପୂର୍ବତନ ମନ୍ତ୍ରୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
/kanak/media/post_attachments/wp-content/uploads/2017/05/Capture2.jpg)