ମୟୂରଭଂଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ସହ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ

44

ଦେଶ ବିଦେଶରେ ଟିଭି ପରଦାରେ ଦାନମାଝୀର କାହାଣୀ । ନଗଡାର ଅନାହାର ଶିଶୁ, ରାୟଗଡାର ଆମ୍ବଟାକୁଆ କାହାଣୀ ବି ପ୍ରତିଦିନ ଦିଲ୍ଲୀ ଦରବାରରେ ଓଡିଶାକୁ ନିନ୍ଦିତ କରୁଛି । ତେବେ ଏସବୁ ଭିତରେ ଏକ ଭଲ ଖବର ସାରା ଦେଶରେ ଓଡିଶାକୁ ଗର୍ବିତ କରିବାକୁ ସୁଯୋଗ ସୃଷ୍ଟି କରିଛି  । ଆଉ ସେ ଭଲ ଖବର ଆଣିଛି ମୟୂରଭଂଜ ଜିଲ୍ଲା । ଯେଉଁ ଜିଲ୍ଲା , ଦେଶର ପ୍ରଥମ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଘୋଷଣା ହେବାକୁ ଯାଉଛି ।

ଆଉ ଏହି ସଫଳତା ପଛରେ ରହିଛି ଜଣେ ଜିଦି ଅଫିସରଙ୍କ ଆନ୍ତରିକତା ଉଦ୍ୟମ । ସେ ହେଲେ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ । ତେବେ କେଉଁ ପରିସ୍ଥିତିରେ ରାଜେଶ ଏଭଳି ଏକ ପଦକ୍ଷେପ ନେଇଥିଲେ ଏବଂ କିଭଳି ଏହାକୁ କାର୍ଯ୍ୟକାରୀ କରିଥିଲେ ସେ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ଇଂଟରଭ୍ୟୁ ।