ଦେଶ ବିଦେଶରେ ଟିଭି ପରଦାରେ ଦାନମାଝୀର କାହାଣୀ । ନଗଡାର ଅନାହାର ଶିଶୁ, ରାୟଗଡାର ଆମ୍ବଟାକୁଆ କାହାଣୀ ବି ପ୍ରତିଦିନ ଦିଲ୍ଲୀ ଦରବାରରେ ଓଡିଶାକୁ ନିନ୍ଦିତ କରୁଛି । ତେବେ ଏସବୁ ଭିତରେ ଏକ ଭଲ ଖବର ସାରା ଦେଶରେ ଓଡିଶାକୁ ଗର୍ବିତ କରିବାକୁ ସୁଯୋଗ ସୃଷ୍ଟି କରିଛି । ଆଉ ସେ ଭଲ ଖବର ଆଣିଛି ମୟୂରଭଂଜ ଜିଲ୍ଲା । ଯେଉଁ ଜିଲ୍ଲା , ଦେଶର ପ୍ରଥମ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଘୋଷଣା ହେବାକୁ ଯାଉଛି ।
ଆଉ ଏହି ସଫଳତା ପଛରେ ରହିଛି ଜଣେ ଜିଦି ଅଫିସରଙ୍କ ଆନ୍ତରିକତା ଉଦ୍ୟମ । ସେ ହେଲେ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ । ତେବେ କେଉଁ ପରିସ୍ଥିତିରେ ରାଜେଶ ଏଭଳି ଏକ ପଦକ୍ଷେପ ନେଇଥିଲେ ଏବଂ କିଭଳି ଏହାକୁ କାର୍ଯ୍ୟକାରୀ କରିଥିଲେ ସେ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ଇଂଟରଭ୍ୟୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/Capture-1.jpg)