କନକ ନ୍ୟୁଜରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ !

40

କନକ ବ୍ୟୁରୋ : ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ସେଇ ବିକାଶ କଥା କନକ ନ୍ୟୁଜ୍ ଆଗରେ ରହିଛନ୍ତି । ବିକାଶ ପାଇଁ କଥା ନୁୁହେଁ କାମ ଉପରେ ବିଶ୍ୱାସ କରେ ବୋଲି କହିଛନ୍ତି ଦେବେନ୍ଦ୍ର ଫଡନାବିସ୍ । ଓଡ଼ିଶା ବିଜେପିର ଚେହେରା କିଏ ହେବ ସେନେଇ ପ୍ରତିକ୍ରିୟା ରଖି ଦେବେନ୍ଦ୍ର କହିଛନ୍ତି-ସେ ନିଷ୍ପତି ନେବ ଦଳ ।

ଦେଖନ୍ତୁ ଏହି ଭିଡିଓ-