ରାଜନୀତିରେ ନୂଆ ଚେହେରା ! ବାପାଙ୍କ ଆଦର୍ଶରେ ବଢିବେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା

45

ବାପାଙ୍କ ଆଦର୍ଶରେ ବଢିବେ ଉପାସନା । ଆବଶ୍ୟକ ପଡିଲେ ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ ହେବ । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା । ସେ କହିଛନ୍ତି, ବାପାଙ୍କ ରାଜନୈତିକ ପଥକୁ ସେ ଆପଣାଇବେ । ଏମିତିକି ରାଜନୀତିରେ ଅଣ୍ଡାମାଡକୁ ସମର୍ଥନ କରିବେ । ଏବେ ପଂଚାୟତ ନିର୍ବାଚନକୁ ଫୋକସ କରିଛନ୍ତି ଲୁଲୁଙ୍କ ପରିବାର । ଦେଖନ୍ତୁ ଉପାସନାଙ୍କ ସହ ଏହି ସାକ୍ଷାତକାର  ।