ଜନତା ପରିବାରକୁ ଏକାଠି କରିବାକୁ ଆଉ କାମ କରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡା

Advertisment
ଜନତା ପରିବାରକୁ ଏକାଠି କରିବାକୁ ଆଉ କାମ କରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡା

ଜନତା ପରିବାରକୁ ମିଶାଇବାକୁ ଆଉ କାମ କରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା । କନକ ନ୍ୟୁଜକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସେ କେବଳ କର୍ଣ୍ଣାଟକ ରାଜନିତୀ ଉପରେ ମନୋନିବେଶ କରୁଛନ୍ତି । ଖାଲି ଏତିକି ନୁହେଁ ଜନତା ପରିବାର ଗଠନ ଉପରେ ନବୀନଙ୍କ ଆଭିମୁଖ୍ୟ କଣ ଥିଲା ତାଉପରୁ ପରଦା ହଟାଇଛନ୍ତି ଦେବଗୌଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe