ଜନତା ପରିବାରକୁ ମିଶାଇବାକୁ ଆଉ କାମ କରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା । କନକ ନ୍ୟୁଜକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସେ କେବଳ କର୍ଣ୍ଣାଟକ ରାଜନିତୀ ଉପରେ ମନୋନିବେଶ କରୁଛନ୍ତି । ଖାଲି ଏତିକି ନୁହେଁ ଜନତା ପରିବାର ଗଠନ ଉପରେ ନବୀନଙ୍କ ଆଭିମୁଖ୍ୟ କଣ ଥିଲା ତାଉପରୁ ପରଦା ହଟାଇଛନ୍ତି ଦେବଗୌଡା ।
ଜନତା ପରିବାରକୁ ଏକାଠି କରିବାକୁ ଆଉ କାମ କରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡା
/kanak/media/post_attachments/wp-content/uploads/2017/01/Capture1-1.jpg)