କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ରାଜ୍ୟର ୨୩ ଜିଲ୍ଲା ସଭାପତି । ଆଉ ଦିଲ୍ଲୀରୁ ଫେରିଥିବା ଜଣେ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି, କିଛି ଜିଲ୍ଲା ସଭାପତି ନେତୃତ୍ୱ ପରିବର୍ତ୍ତନ ପାଇଁ ରାହୁଲ ଗାନ୍ଧିଙ୍କୁ ସିଧା ସିଧା କହିବାକୁ ପଛାଇ ନଥିଲେ ।
ତେବେ ଏହି ଯାତ୍ରାର ପ୍ରକୃତ ଉଦେଶ୍ୟ କଣ ଥିଲା । କଣ କହିବାକୁ ଚାହୁଁଥିଲେ ରାହୁଲ୍ ଗାନ୍ଧିଙ୍କୁ ସେମାନେ । ଆଉ ଏକାଥରେ ୨୩ଜଣ ସଭାପତିଙ୍କ ଦିଲ୍ଲୀ ଗସ୍ତ ପ୍ରମାଣ କରୁଛି ଯେ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି । ଏମିିତି ଅନେକ ବିତର୍କିତ ପସଙ୍ଗର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ପିସିସି ଅଧ୍ୟକ୍ଷ ତଥା କଟକ ନଗର କଂଗ୍ରେସର ସଭାପତି ମହମ୍ମଦ ମୁକ୍କିମଙ୍କ ସହ ଏହି ସାକ୍ଷାତକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Capture1.jpg)